Shubhapallaba
Nº67,598 worldwide right now

Shubhapallaba

@shubhapallaba India India Since 2017
View on YouTube
#67,598Worldwide #1,126In India #14,508In Society
Subscribers 1.8K
Total views 167.4K
Videos 740

Shubhapallaba is the #67,598 most-subscribed YouTube channel worldwide and #1,126 in India, with 1.8K subscribers and 167.4K total views across 740 videos.

Channel description

ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ଦ୍ୱାରା ରଚିତ କିଛି ଗଳ୍ପ, ପ୍ରବନ୍ଧ ଏବଂ କବିତାକୁ ନେଇ ପ୍ରକାଶ କରିବାର ପ୍ରଚେଷ୍ଟା କରିଛୁ ଏହି ”ନବପଲ୍ଲବ” । ବସନ୍ତ ଋତୁର ଆଗମନରେ ଯେମିତି ପତ୍ରଝଡ଼ା ଦେଇଥିବା ବୃକ୍ଷରେ ନୂଆ ପତ୍ର ଗଜରୁଥାଏ, ଠିକ୍ ସେମିତି କିଛି ନୂଆ ନୂଆ ଲେଖାକୁ ନେଇ ପ୍ରସ୍ତୁତ ହୋଇଛି ଏହି ପତ୍ରିକାଟି ।

ଏହି ପତ୍ରିକାଟି ଇ-ପତ୍ରିକା ହୋଇଥିବାରୁ ଏହାକୁ ପଢ଼ିବାକୁ କୌଣସି ମୂଲ୍ୟ ଲାଗିବ ନାହିଁ ଏବଂ ଲେଖକମାନଙ୍କୁ କୌଣସି ମୂଲ୍ୟ ପ୍ରଦାନ କରାଯାଇନାହିଁ । ପତ୍ରିକାର ଲେଖାଗୁଡ଼ିକ ଇ-ମେଲ ମାଧ୍ୟମରେ ଗ୍ରହଣ କରାଯାଇଛି । ପତ୍ରିକାରେ ସ୍ଥାନିତ ଲେଖାଗୁଡ଼ିକର ଉତ୍ତରଦାୟୀ ଲେଖକମାନେ ନିଜେ ଏବଂ ପ୍ରକାଶିତ ସମସ୍ତ ଲେଖାର ସତ୍ୱାଧିକାର କେବଳ ଲେଖକମାନଙ୍କର । ପ୍ରକାଶିତ କୌଣସି ଲେଖାର ପୁନଃ-ପ୍ରକାଶନ ପାଇଁ ଲେଖକମାନଙ୍କର ଅନୁମତି ନିତ୍ୟାନ୍ତ ଆବଶ୍ୟକ ।

ଓଡ଼ିଆ ଭାଷାରେ ପ୍ରକାଶିତ ହେଉଥିବା ପତ୍ରିକାଗୁଡ଼ିକ କେବଳ ଓଡ଼ିଆ ଲିପିରେ ପ୍ରକାଶ ପାଉଛି । ମାତ୍ର, ଯେଉଁମାନେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ିନାହାନ୍ତି, ସେମାନଙ୍କର ଓଡ଼ିଆ ଲିପି ସ‌ହ ସମ୍ପର୍କ ସେତେଟା ଅଧିକ ନାହିଁ, କିମ୍ବା ଗପ ପଢ଼ିବା ଅପେକ୍ଷା ଶୁଣିବାରେ ଅଧିକ ରୁଚି ରଖୁଥିବା ଲୋକମାନଙ୍କ ପାଇଁ ଓଡ଼ିଆରେ ପ୍ରଥମଥର ପାଇଁ ଅଡ଼ିଓ ଭାବରେ ରେକର୍ଡ଼ି କରି ପ୍ରଥମ ଅଡ଼ିଓ ପତ୍ରିକା କରିବାର ପ୍ରଚେଷ୍ଟା କରିଛୁ ।

Latest videos Channel ↗

Frequently asked

How many subscribers does Shubhapallaba have?
1.8K subscribers — #67,598 worldwide, #1,126 in India.
When did Shubhapallaba start on YouTube?
The channel was created in Dec 2017.